oom

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଃସାହସିକ ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଭାରତର ମଥା ସଦୃଶ କାଶ୍ମୀର ଲଦାଖରେ ସୈନ୍ୟ ଅବତରଣ କରାଇ ନଥିଲେ କାଶ୍ମୀର ଆଜି ପାକିସ୍ଥାନ ବା ଚୀନର ଅଂଶବିଶେଷ ହୋଇ ରହିଯାଇଥାନ୍ତା ବୋଲି କହି ତାଙ୍କ ୨୬ତମ ଶ୍ରାଦ୍ଧ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ରାଉରକେଲା ରେଳ ଓ ସଡକ ବ୍ୟବହାରକାରୀ ସଂଘ ତରଫରୁ ସଭାପତି ଇଂ ଉତ୍ତମ କୁମାର ସାମଲ, ଅମୂଲ୍ୟ ଚରଣ ବରାଳ, ସତ୍ୟାନନ୍ଦ ବେହେରା, ବିଦ୍ୟାଧର, ମନୋଜ ରାଉଳ ପ୍ରମୁଖ ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବୀ କରିଛନ୍ତି । ଯାହା ଆଗାମୀ ପିଢି ପାଇଁ ସ୍ମୃତି ହୋଇ ରହିବ ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.