om academy

ଭୁଏରପଡ଼ା ଗାଁରେ ୨୩୦ ଜଣଙ୍କୁ କୋଭିଡ ଟୀକା ପ୍ରଦାନ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଭୁଏରପଡା ୟୁପି ସ୍କୁଲ ଠାରେ ଆଜି ୨୩୦ ଜଣ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଥିଲା । ଏଏନଏମ ସୁଲୟା ତାଣ୍ଡି, ଭିକ୍ଟୋରିୟା ନାଗ, ଭାରତୀ ପୋଡ଼, ଯଶୋବନ୍ତୀ ପଶାୟତ, ଗଙ୍ଗାଧର ପୋଡ଼, କାନ୍ତ ବାଗ, ଜଗା ପୋଡ଼, ନରେଶ ଭୋଇ, ବିକାଶ ଭୋଇ, ମାନସୀ ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.