ls

କରୋନା ନିୟମ ମାନି ଚଳିବା… ନିଜେ ସଂକ୍ରମିତ ହେବା ନାହିିଁ, ଅନ୍ୟ ମାନଙ୍କୁୂ ସୁରକ୍ଷିତ ରଖିବା

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଏକ ଲମ୍ବା ଯୁଦ୍ଧ । ଏହି ଯୁଦ୍ଧ ଜିତିବା ପାଇଁ ଆମକୁ ଆହୁରି ସତର୍କ ଓ ସାବଧାନ ହେବାକୁ ପଡିବ । ବର୍ତ୍ତମାନର କଠିନ ସମୟରେ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କୋଭିଡ ନିୟମର କଡା ଅନୁପାଳନ କରନ୍ତୁ । ନିଜ ତଥା ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

pc pk
Leave A Reply

Your email address will not be published.