ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ରେତ୍‌ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ବାରପୁଡୁଗିଆ ଗ୍ରା.ପ.ରୁ ୧ ଜଣ, ତୁଷୁରାବାହାଲ ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୧୮ ଓ ୪ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ମୁଡପଦର ଗ୍ରା.ପ.ରୁ ୧ ଜଣ, ଦେଓଗାଁ ବ୍ଲକ ଜରାସିଂହା ଗ୍ରା.ପ.ରୁ ୩ ଜଣ, ଶାଲେପାଲି ଗ୍ରା.ପ.ରୁ ୧ ଜଣ, ସିକୁଆଁ ଗ୍ରା.ପ.ରୁ ୧ ଜଣ, ବନ୍ଧପଡା ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ବ୍ଲକ ଘୁନା ଗ୍ରା.ପ.ରୁ ୧ ଜଣ, ଗୁଡଭେଲା ଗ୍ରା.ପ.ରୁ ୩ ଜଣ, ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରା.ପ.ରୁ ୧ ଜଣ, ହୀରାପୁର ଗ୍ରା.ପ.ରୁ ୧ ଜଣ, କୁଟେନପାଲି ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ବ୍ଲକ ଧୁବଲପଡା ଗ୍ରା.ପ.ରୁ ୧ ଜଣ, ପୁଇଁନ୍ତଲା ବ୍ଲକ ବୁବେଲ ଗ୍ରା.ପ.ରୁ ୧ ଜଣ, ଟିଟିଲାଗଡ ବ୍ଲକ ଘୋଦର ଗ୍ରା.ପ.ରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.