om academy

କରୋନା ୨ୟ ସଂକ୍ରମଣ ଘାତକ ଅଟେ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହର ଅଧିକ ଘାତକ ଅଟେ । କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ କୋଭିଡ୍ ନିୟମାବଳୀ ପାଳନ କରନ୍ତୁ । ମାସ୍କ୍ ସଠିକ୍ ଭାବେ ପିନ୍ଧନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.