ଦରଦାମ ବୃଦ୍ଧି ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବୀରେ କଂଗ୍ରେସର ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ଦରଦାମ ବୃଦ୍ଧି ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବୀରେ ଆଜି କଂଗ୍ରେସ ତରଫରୁ ମ.ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା । ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରସାଦ ସିଂହ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ସଂପାଦକ ବିଭୂତି ଭୂଷଣ ମହାଖୁଡ଼, ବରିଷ୍ଠ କଂଗ୍ରେସ ନେତା ଚମରା ବଗର୍ତ୍ତୀ, ଉତ୍ସବ ସାହୁ, ବ୍ରଜମୋହନ ସାହୁୁ, ଯଶୋଦା ନାଗ, ବାବୁଲାଲ ନାଏକ, ଅୟନ ମିତ୍ତଲ, ପୁରୁଷୋତ୍ତମ ହାତୀ, ମୁରଲି ସାହୁ, ବିଦ୍ୟାଧର ଭୋଇ, ପରାବୁଲୁ ମହାନନ୍ଦ, ରଜନୀ ସାହୁ, ଚୈତନ୍ୟ ସାହୁ, ବିରଞ୍ଚ ସାହୁ ପମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.