ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ ତରଫରୁ ବନ୍ଦ ଡାକରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ କମିଟି ତରଫରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ଗତକାଲି ୬ ଘଣ୍ଟା ପର୍ଯ୍ୟନ୍ତ ଭେଡେନରେ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ ଅଫିସ ସମସ୍ତ ବନ୍ଦ କରାଯାଇଥିଲା । ରମେଶ ପଣ୍ଡା, ପ୍ରସନ୍ନ ବେହେରା, ମାଧବ ସାହୁ, ଗୋବିନ୍ଦ ସାହୁ, ବିଶ୍ୱଜିତ ହୋତା, ଖିରସିନ୍ଧୁ ଡାଙ୍ଗ, ଇନ୍ଦ୍ରଜିତ ଭୋଇ, ନିତ୍ୟାନନ୍ଦ ସୁନା, ବାଦାନୁବାଦ ଚାନ୍ଦ, ତ୍ରିଲୋଚନ ପଧାନ, ସ୍ୱାଧୀନ ରଥ, ଦଶରଥ ମେହେର, ରାମଚନ୍ଦ୍ର ପଣ୍ଡା ଓ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦାନ ଦେଇଥିଲେ ।

Leave A Reply

Your email address will not be published.