ବିଜେପୁର ସଭାସ୍ଥଳରେ ପହଞ୍ଚଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁର ସଭାସ୍ଥଳରେ ପହଞ୍ଚଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବିଜେପୁରରେ ମୁଖ୍ୟମନ୍ତ୍ରୀ ଆସୁ ପହଂଚିଥିବା ବେଳେ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବାଣ୍ଟିବା ସହ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡ଼ି ନେତା ତଥା କର୍ମୀ ମହଲରେ ବେଶ୍‌ ଉତ୍ସାହ ଦେଖାଦେଇଥିବା ବେଳେ ବିରୋଧୀ ଦଳର କର୍ମୀଙ୍କ ବିରୋଧ ପ୍ରଦର୍ଶନ ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.