om academy

ବାଲି, ଇଟା ଚୋରା ଚାଲଣ ବେଳେ ତହସିଲଦାରଙ୍କ ଚଢାଉ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲି, ଇଟା ଚୋରା ଚାଲଣ ହେଉଥିବା ବେଳେ ତହସିଲଦାର, ଆର୍‌ଆଇ ଓ ନିଜ କର୍ମଚାରୀଙ୍କୁ ନେଇ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ କଂସାରୀପଡାରୁ ରେଲୱେ ମାଲଗୋଦାମ ଛକରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ତହସିଲଦାର ନିଜ କର୍ମଚାରୀଙ୍କୁ ନେଇ ବାଲି ବୋଝେଇ ଟ୍ରାକ୍ଟର ଓ ଲାଲ୍‌ ଇଟା ବୋଝେଇ ଟ୍ରାକ୍ଟର ହବାଇ ଗାଡି ଉପରେ ଚଢାଉ କରିଛନ୍ତି ଏବଂ ଚାଲାଣ କାଟିଛନ୍ତି । ତେବେ ଖବର ନେବା ପର୍ଯ୍ୟନ୍ତ ୬୦ରୁ ୭୦ ହଜାର ଟଙ୍କା ଚାଲାଣ କଟାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.