oom

ଚୋରା କୋଇଲା ଖଣିରେ ତଦନ୍ତ : ଭିଜିଲାନ୍ସ ଏସ୍‌ପିଙ୍କ ସହ ୭ ଅଧିକାରୀଙ୍କ ଛାନ୍‌ଭିନ୍

jsmm

ସୁନ୍ଦରଗଡ : ଚୋରା କୋଇଲା ଖଣିରେ ଭିଜିଲାନ୍ସ ଟିମ୍ । ସୁନ୍ଦରଗଡ଼ ହେମଗିରି ଗୋପାଳପୁର ଫରେଷ୍ଟ ରେଞ୍ଜରେ ଥିବା ବିଭିନ୍ନ ଚୋରା କୋଇଲା ଖଣିର ତଦନ୍ତ କରୁଛି ଏସଆଇଟି ଟିମ୍ । ଏହି ଟିମ୍‌ରେ ଭିଜିଲାନ୍ସ ଏସ୍‌ପିଙ୍କ ସହିତ ରହିଛନ୍ତି ୭ ଜଣ ଅଧିକାରୀ । ହେମଗିରି ତହସିଲଦାର ଓ ବନ ବିଭାଗ ଅଧିକାରୀ ଏହି ଟିମ୍‌ଙ୍କୁ ଦେଖାଉଛନ୍ତି ଚୋରା କୋଇଲା ଖଣି । ଏହାସହ ଗୋପାଳପୁର ଅଂଚଳର ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ବର୍ଷ ବର୍ଷ ଧରି ଚାଲିଥିବା ଏହି ଚୋରା କୋଇଲା କାରବାର ପଛରେ ଥିବା ମାଫିଆଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ଏସଆଇଟି ।

jittmm
Leave A Reply

Your email address will not be published.