jayashree

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତାରେ ବହୁଛି କେନାଲ ପାଣି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଟୁକୁର୍ଲ୍ଲାକୁ ଯାଇଥିବା ରାସ୍ତା ବରଡୋଲ କେନାଲ ଛକ ନିକଟରେ ରାସ୍ତା ଉପରେ ପ୍ରତ୍ୟକ ଦିନ କେନାଲ ପାଣି ବହୁ ଥିବାରୁ ରାସ୍ତା ଖରାପ ହେବା ସହିତ ଅନେକ ଛୋଟ ବଡ ଦୁର୍ଘଟଣା ଘଟୁଛି । ରାସ୍ତା ଉପରେ ବହୁଥିବା ପାଣି ବନ୍ଦ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ଉକ୍ତ ବିଷୟକୁ ଗୁରୁତ୍ୱ ଦେଇ ରାସ୍ତା ଉପରେ ବହୁଥିବା ପାଣିକୁ ବନ୍ଦ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.