ଗଞ୍ଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରାଞ୍ଚଳ ଅଥବା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ରାମକୃଷ୍ଣ ନଗରକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲାପ୍ରଶାସନ ଘୋଷଣା କରିଛନ୍ତି । ଏହି ଅଞ୍ଚଳ ଚାରିପଟ କାଠ ବାଉଁଶରେ ଆବଦ୍ଧ କରି ରଖିଛନ୍ତି । ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଥିବା ଜଣାଯାଇଛି ।
Prev Post