shyamal

ଭୁବନେଶ୍ୱରରେ ଜୋର୍‌ଦାର୍‌ ଗାଡି ଚେକିଂ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜୋର୍‌ଦାର୍‌ ହୋଇଛି ଗାଡି ଚେକିଂ । ଗତକାଲି ରାତିରେ ୧୪ଟି ଗାଡିକୁ ସ୍ପାଇକ ବ୍ୟାରିୟର ଜରିଆରେ ଲିକ୍ କରାଯାଇଥିା ଜଣାପଡ଼ିଛି । ୨୬ଟି ଜାଗାରେ ଚେକିଂ ବେଳେ ୮୪ଟି ଗାଡିକୁ ଧରି ଚାଳକଙ୍କୁ ମୋଟା ଅଙ୍କର ଫାଇନ କରିଛି ପୋଲିସ । ଏହା ସହ ସେମାନଙ୍କ ବିରୋଧରେ କୋର୍ଟରେ ଓ ଡିଏଲ୍‌ ରଦ୍ଦ କରିବାକୁ ଆରଟିଓଙ୍କୁ ସୁପାରିଶ କରାଯାଇଛି । ତେବେ ଆଗକୁ ବ୍ଲକିଂ, ଚେକିଂ କଡ଼ା କଡ଼ି ହେବ ବୋଲି ପୋଲିସ୍‌ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

purusottam
Leave A Reply

Your email address will not be published.