ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଗଲା ଚାଏରଦିନ୍ ତଲେ ପାଖର୍ ଚନ୍ଦନଭାଟି ପେକ୍ସ୍ କେ ଆସିଥିଲା ୧୮୦ ବସ୍ତା ୟୁରିଆ ସାର୍, ହେଲେ ରାତିର୍ ବାର ବଜେନୁ ଚାଷୀ ଲମ୍ବା ଧାଡି ଲମିଥିଲେ ପେକ୍ସ ଆଘେ । ସକାଲର ୯ ବଜେନୁ ଆଧାରକାର୍ଡ ଛିନିକରି ଗୁଟେ ଉତାରୁ ଗୁଟେ ଚାଷୀକେ ଦିଆଗଲା ସାର୍, ହେଲେ ୧୮୦ ଚାଷୀର୍ ତାଲିକା ସରଲା ଉତାରୁ ବାକି ୧୦୦ ଉପରେ ଚାଷୀକଁର ତାଲିକା ନେଇଁ କରିଥିବାର ଲାଗି ନିରାଶ ହେଇ କରି ଘରକେ ଫିରଲେ ଚାଷୀ । ଇଆଡେ ଧାନ୍ ଥି ସାର୍ ନାଇଁ ଦେଲେ ଗଛ ବୁଟା ନାଇଁ ମାରେ, ଇ ସବୁ ଚିନ୍ତା ଭିତରେ ଚାଷୀ ବଡା ଗୁଲଗୁଲା ଥି ତାର ଚାଷ୍ କାମକେ ଆଗକେ ନେଉଛେ । ପେକ୍ସ ନୁ ନେଇଁ ମିଲଲା ବଲି ଚାଷୀ ଦୁଇଗୁନା ଅତ୍କା ଦର୍ ଦେଇ କରି ତାର୍ ଚାଷ୍ ଡୁଲିଥି ସାର୍ ଦେବାକେ ବାଧ୍ୟ ହେଉଛେ ।
ଡିଲର୍ ଭିଟାମିନ୍ ବାଲଟିନ ସାଂଗେ ସାର୍ କେ ୫୦୦ ଉପରେ ଭାଉ କଷୁଛେ । ଜବରନ । ଏତ୍କି ଦେଲେ ଯାଏ ସାର୍ ଦେମି ନେଇଁ ହେଲେ ନି ଦିଏଁ ବଲବାର ଖବର୍ ମିଲୁଛେ ।
ମଲାଇଛା ଚାଷୀ କାନ୍ଦ କାନ୍ଦନି ହେଇ କରି ସୁସ୍ମି କରି ଯହ ଦାମଥି ସାର୍ ଆନୁଛେ ।
ଇହାଦେ ଚାଷୀର ଟୁଁଡେ ଗୁଟେ କଥା ଶୁଭୁଛେ- ସରକାର ଏତକି ଯୁଜନା କରୁଛେ, ଏତକି ଲୋକକୁ ଚଲେଇ ପାରୁଛେ, ହେଲେ ଚାଷୀକେ ଏତେ ଗୁଲଗୁଲା କାଏଁଯେ ? କେତେ ଦିନ ଆର ଚାଷୀ ଦଲାଲ୍ର ଆଏତେ ରହେବା ? ଇ ସବୁ ସମସ୍ୟା ଦେଖି ଚନ୍ଦନଭାଟି ଅଂଚଲ ଥି ସଭେ କହୁଛନ “ବେପାରୀ ମାଲେମାଲ୍, ଚାଷୀର୍ ବୁଡଲା ହାଲ୍”।
Next Post