ବିଶ୍ୱ ଭେଟେରାନ ଟିଟି ଚାମ୍ପିୟନସିପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓମାନର ମାସ୍କଟଠାରେ ଚଳିତ ମାସ ୧୫ରୁ ୨୧ ପର୍ୟ୍ୟନ୍ତ ବିଶ୍ୱ ଭେଟେରାନ ଟେବୁଲ ଟେନିସ ଚାମ୍ପିୟନସିପ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ୨ଜଣ ହେଲେ ଦେବଦତ ମହାନ୍ତି ଓ ତ୍ରୈଲୋକ୍ୟ ନାଥ ରାଉତ । ଶନିବାର ଏମାନେ ଭୁବନେଶ୍ୱରରୁ ବାହାରି ମୁମ୍ବାଇ ଦେଇ ଓମାନ ଯିବେ ।

Leave A Reply

Your email address will not be published.