ଚାଲିଗଲେ ସୁରେନ୍ଦ୍ର ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କନ୍ଧପାଲିପଡା ନିବାସୀ ସୁରେନ୍ଦ୍ର ନାଏକ (୭୩)ଙ୍କ ଆଜି ସନ୍ଧ୍ୟା ୭.ଟାରେ ଦେହାନ୍ତ ହୋଇଥିବା ଖବର ମିଳିଛି । ସେ ଜଣେ ପରପୋକାରୀ ବ୍ୟକ୍ତି ଭାବରେ ଅଂଚଳରେ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.