ଖଡ଼ିଆଳ : ଧାନ ମଣ୍ଡିରେ ପଡ଼ି ରହିଥିବା ଧାନର କ୍ରୟ ବ୍ୟବସ୍ଥା ଓ ସମୟ ସୀମା ସମାପ୍ତ ହୋଇଥିବା ଟୋକନକୁ ପୁନଃ ନବୀକରଣ ଆଦି ଦାବୀରେ ବିଜେପି ପକ୍ଷରୁ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ବସଷ୍ଟାଣ୍ଡ ଛକ ଠାରେ ୩ ଘଣ୍ଟା ଚକାଜାମ ଆନ୍ଦୋଳନ କରିଛି । ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ବରେ ଏହା ଅନୁଷ୍ଠିତ ହୋଇଥିଲା ।
Next Post