centurian jitm

ରୁଗୁଡିପାଲି ଠାରେ ବଲାଙ୍ଗିର ବନ ବିଭାଗ ପକ୍ଷରୁ ଚଢାଉ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର ଅଧିକାରୀମାନେ ଡିଏଫ୍‌ଓ ନିତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର କେଶବ କିଶୋର ନାୟକଙ୍କ ତତ୍ୱାବଧାନରେ ରୁଗୁଡିପାଲି ଠାରେ ଚଢାଉ କରି ୪୦ ଟି ଶାଳ ସାଇଜ, ୨ଟି କରତ ଏବଂ ୨ ଟି ସାିକେଲକୁ ଜବତ କରିଥିଲେ । ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ମାବରିବାରେ ସଫଳ ହୋଇଥିବା ବେଳେ ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଛି ଏବଂ ଅଧିକ ତଦନ୍ତ ଚାଳାଇଥିବା ନେଇ ରେଂଜର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.