ବେଆଇନ ବାଲି, ଇଟା ଓ ମୁରୁମ୍ ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ

  • ୩ ଟ୍ରାକ୍ଟରରୁ ୧୦,୧୧୧ ଟଙ୍କା ଲେଖାଏଁ ଜୋରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବେ ବାଲି, ଇଟା ଓ ମୋରୁମ୍ ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳଙ୍କ ସହ ସୁପରଭାଇଜର ତଥା ଆର୍‌ଆଇ ଚଢ଼ାଉ କରି ୩ଟି ଟ୍ରାକ୍ଟରରୁ ବାଲି, ଇଟା ଓ ମୋରୁମ୍‌ ସମ୍ବନ୍ଧୀୟ ଦଲିଲ ଯାଞ୍ଚ କରିଥିଲେ । ବେଆଇନ ଭାବେ ଚାଲାଣ ହେଉଥିବା ନେଇ ଜଣାପଡ଼ିବା ପରେ ଓଡ଼ି୦୮ଏଚ୨୦୬୨, ଓଡ଼ି୦୩ଏ୮୧୦୪ ଏବଂ ଓଡ଼ି୦୩ଜେ୦୪୧୩ ଗାଡିରୁ ୧୦ହଜାର ୧୧୧ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଛନ୍ତି ।

Leave A Reply

Your email address will not be published.