କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ ଓଡିଶା By Koshala Prabaha On Thursday 19th October 2023, 10:46 am Share ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଚୋରି ଅଭିଯୋଗ । ୫୦ରୁ ୬୦ ଲକ୍ଷ ଟଙ୍କାର ମେଡିକାଲ ସାମଗ୍ରୀ ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ସିକ୍ୟୁରିଟି ଗାର୍ଡ ଓ ସୁଇପର୍ ଏହି ଚୋରି କରିଥିବା କୁହାଯାଉଛି । ଏନେଇ କ୍ୟାପିଟାଲ ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ଜଣାପଡିଛି । bhubaneswar news