ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ୭,୯୧୪ କୋଟି ବ୍ୟୟବରାଦ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସହରାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର Budget4NewOdisha ରେ ₹୭,୯୧୪ କୋଟି ବ୍ୟୟବରାଦ କରିଛନ୍ତି । ଉନ୍ନତି ଯୋଜନା ପାଇଁ ₹୬୦୦ କୋଟି, ମୁକ୍ତା ଯୋଜନା ପାଇଁ ₹୪୧୪ କୋଟି ସହ ନୂତନ ସହର ବିକାଶ ପାଇଁ ₹୩୦୦ କୋଟି ବ୍ୟବସ୍ଥା ହୋଇଥିବା ବେଳେ ଜାଗା ମିଶନ ପାଇଁ ଖର୍ଚ୍ଚ ହେବ ₹୧୦୦ କୋଟି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.