centurian jitm

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକରେ ବୁଲୁଛି ଦନ୍ତା ହାତୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଦନ୍ତା ହାତୀଟି କହାରି କିଛି କ୍ଷତି କରି ନଥିବା ବେଳେ ସ୍ଥାନୀୟ ଲୋକେ ଦନ୍ତା ହାତୀ ଟିକୁ ଦେଖି ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି । ବନବିଭାଗ ହାତୀଟିକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.