ଧାନଘରାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓଡିଶା By Koshala Prabaha On Thursday 21st July 2022, 12:48 pm Share ତୁଷୁରା : ତୁଷୁରା ଏନ୍ଏସିସ୍ଥିତ ଧାନଘରାଠାରେ ଜନ କଲ୍ୟାଣ ପାଠାଗାର ତରଫରୁ ବୃକ୍ଷ ରୋପଣ କରାଯାଇଛି । ଏଥିରେ ଲନ୍ଲସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ପାଠାଗାରର ସଭାପତି ସୁଶାନ୍ତ ହରପାଳ, ସଂପାଦକ ପ୍ରଭାସ ହରପାଳଙ୍କ ସହ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । tusura news