om academy

ବିବାହ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିଂହା ଗ୍ରାମରେ ଘନଶ୍ୟାମ ଶତପଥୀ ଓ କୁନ୍ତଳା ଶତପଥୀଙ୍କ ପୁତ୍ର ଜଯନ୍ତ ସହିତ ସୁଜାତାଙ୍କ ବିବାହ ଉପଲକ୍ଷେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ମୀନକେତନ ସାହୁ ନବ ଦମ୍ପତିଙ୍କୁ ବୃକ୍ଷ ଉପହାର ପ୍ରଦାନ କରିବା ପରେ ବିବାହ ଦିନର ସ୍ମୃତି ସ୍ବରୂପ ବୃକ୍ଷ ରୋପଣ କରିଥିଲେ । ପୃଥିବୀରେ ପରିବେଶ ପ୍ରଦୂଷଣ ଓ ଉତ୍ତପ୍ତି କରଣ ବୃଦ୍ଧି ହେଉଥିବା ବେଳେ ଏଭଳି ଅଭିନବ ବୃକ୍ଷ ରୋପଣ ପରିବେଶ ସୁରକ୍ଷା କ୍ଷେତ୍ରରେ ଜନ ସଚେତନତା ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.