ls

ଦେଷଣ୍ଢ ଚାନ୍ଦିଲି ପାହାଡ଼ରେ ବୃକ୍ଷ ରୋପଣ

sb

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାକୁ ଥିବା ଚାନ୍ଦିଲି ପାହାଡ଼ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସରପଞ୍ଚ ସ୍ୱୟଂବର ମେହେରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟ ଅତିଥି ଓ ଜିଲ୍ଲା ପରିଷଦ ସଭ୍ୟା ମମତା କୁମୁରା, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ସିଂହାମୁଣ୍ଡା ସରପଞ୍ଚ ଜାହ୍ନବୀ ମହାଣା ସମ୍ମାନିତ ଅତିଥି ଭାବ ଯୋଗଦେଇ ପାହାଡ଼ ଚାରିପଟରେ ବୃକ୍ଷ ରୋପଣ କରିଥିଲେ । ଦେଷଣ୍ଢ ସରପଞ୍ଚ ଯଶୋଦା ମେହେର ଧନ୍ୟବାଦ ଦେଇଥିଲେ ।

pc pk
Leave A Reply

Your email address will not be published.