ମୋଦୀଙ୍କ ମିଶନ ଲାଇଫରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମିଶନ୍ ଲାଇଫ” ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭାରତ ବର୍ଷର ଛାତ୍ର ଓ ଯୁବ ବର୍ଗଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏକ କୋଟି ଗଛ ଲଗାଇବାର ସଂକଳ୍ପ ନିଅନ୍ତୁ ବୋଲି ଅନୁରୋଧ କରିଥିବାରୁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ରାଜ୍ୟ ସମ୍ପାଦକ ଯୁବ ମୋର୍ଚ୍ଚା ପ୍ରୀତେଶ ବହିଦାରଙ୍କ ନିର୍ଦେଶ କ୍ରମେ ବରଗଡ ଜିଲ୍ଲା ସଂଯୋଜକ ଯୁବମୋର୍ଚ୍ଚା ଲକ୍ଷ୍ମୀକାନ୍ତ ବରିହା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଚାରପାଲି ପଂଚାୟତ ପ୍ରମୁଖ ତୋଫାନ ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.