ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ

ବାଲେଶ୍ୱର : ଭୋଗରାଇ ବ୍ଲକ ଫୁଲବଣି ଗାଁରେ ଅଭାବନୀୟ ଘଟଣା ପୋଖରୀ ହୁଡାରୁ ମିଳିଲା ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ । ଉଭୟ ବିଷ ପିଇ ଆତ୍ମହତ୍ୟା କରିଛ‌ନ୍ତି ସନ୍ଦେହ କରାଯାଉଛି । ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଛନ୍ତି ତାହା ବ‌ର୍ତ୍ତମାନ ପର୍ୟ୍ୟ‌ନ୍ତ ଜଣାପଡିପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.