oum

ସ୍କାନ ଷ୍ଟିଲସ୍‌ରେ ଫରନେସ୍‌ ବ୍ଲାଷ୍ଟ

jsm

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରା ବ୍ଲକ ଗଙ୍ଗାଜଳରେ ଥିବା ସ୍କାନ ଷ୍ଟିଲସ୍‌ରେ ଫରନେସ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ଲାଷ୍ଟରେ ଜଣେ କ୍ରେନ ଡ୍ରାଇଭର ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ରହିଛି । ପ୍ଲାଣ୍ଟ ଭିତରେ ଥିବା ଅନେକ ଶ୍ରମିକ ଫସିରହିଥିବା କୁହାଯାଉଛି । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.