jayashree

ପେଲେସ ଲାଇନ ସ୍ଥିତ ଇଲେକ୍ଟ୍ରି ଅଫିସ ସାମନାରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଜେପିର ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସ ଲାଇନ ସ୍ଥିତ ଇଲେକ୍ଟ୍ରି ଅଫିସ ସାମନାରେ ବଲାଙ୍ଗିର ବିଜେପି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ପ୍ରତିବାଦ ସଭା ସହରରେ ହେଉଥିବା ଅଘୋଷିତ ବିଦ୍ୟୁତ କାଟ ବିରୁଦ୍ଧରେ ହୋଇଥିବା ବେଳେ ଇଲେକ୍ଟ୍ରି ଅଫିସ ସାମନାରେ ଧାଣାରେ ବସିଛନ୍ତି ଭାରତୀୟ ଜନତା ପାର୍ଟିର ସଦସ୍ୟ ସଦସ୍ୟାମାନେ ।

Leave A Reply

Your email address will not be published.