oom

ବଳରାମ ସିଂ ଯାଦବ ନାମରେ କେହି ବିଜେପିରେ ନାହାନ୍ତି : ସଂଗୀତା କୁମାରୀ ସିଂହଦେଓ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ଆମ ଦଳରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ । ଗତକାଲି ଘଟିଥିବା ଅପ୍ରୀତିକର ପରିସ୍ଥିତି ସଂପର୍କରେ ସେ କିଛି ଜାଣି ନଥିବା କହି ଆଡେ଼ଇ ଯାଇଛନ୍ତି । ବିଜେପି.ର ଉଚ୍ଚସ୍ତରୀୟ କମିଟି ଏହି ଘଟଣା ଉପରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

jittmm
Leave A Reply

Your email address will not be published.