oom

ବଳରାମ ସିଂ ଯାଦବ ନାମରେ କେହି ବିଜେପିରେ ନାହାନ୍ତି : ମନମୋହନ ସାମଲ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ନାମରେ କେହି ବିଜେପିରେ ନାହାନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜି ବଲାଙ୍ଗିର ସାର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗତକାଲି ବଲାଙ୍ଗିର ବିଜେପିରେ ରହିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିବା ଘଟଣା ଉପରେ ପ୍ରତିକ୍ରୟା ରଖି ସେ କହିଛନ୍ତି ଯେ, ବଳରାମ ସିଂ ଯାଦବ ବିଜେଡ଼ିର ସଦସ୍ୟ ହୋଇଥିବା ବେଳେ ଗତକାଲିର ଘଟଣା ବିଜେଡ଼ି ପ୍ରାୟୋଜିତ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ସେ ଆହୁରି କହିଛନ୍ତି ଯେ, ଗତକାଲିର ଘଟଣା ସଂପର୍କରେ ସେ କିଛି ଜାଣିନାହାନ୍ତି । ତାଙ୍କ ଗାଡ଼ି ପଛରେ ଏହି ସବୁ ଘଟଣା ଘଟିଥିବା ସେ କହିଛନ୍ତି ।

jittmm
Leave A Reply

Your email address will not be published.