ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋଇସିଂହା ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ଆଜି ଓହ୍ଲାଇଛି ବିଜେପି । ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡ ଆଗରେ ଏହି ଘଟଣାକୁ ପ୍ରତିବାଦ କରି ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି । ଏଥିପାଇଁ ଦୀର୍ଘ ଘଣ୍ଟା ଧରି ସମ୍ବଲପୁର ବଲାଙ୍ଗିର ରାସ୍ତାରେ ଯାତାୟତ ଠପ ହୋଇପଡିଥିବା ଜଣାପଡିଛି ।

Leave A Reply

Your email address will not be published.