oum

ଟିଟିଲାଗଡ ଇଲେକ୍ଟ୍ରି ଅଫିସରେ ମା’ ଦୁର୍ଗାଙ୍କ ଦଶମୀ ପୂଜା ସହ ଘଟ ବିସର୍ଜନ ଅନୁଷ୍ଠିତ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସକାଳୁ ଟିଟିଲାଗଡ଼ ଇଲେକ୍ଟ୍ରି ଅଫିସରେ ହେଉଥିବା ଦୁର୍ଗା ପୂଜାର ଦଶମୀ ପୂଜା ସମ୍ପନ୍ନ ହେବା ସହ ପୂଜା ହେଉଥିବା ଘଟ ବିସର୍ଜନ କରାଯାଇଛି । ଏହି ବିସର୍ଜନ ସମୟରେ ଟିଟିଲାଗଡ ଡିଭିଜନର ସେକ୍ସନ ଇଞ୍ଜିନିୟର ବିନାୟକ ରାଉତଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.