ହିନ୍ଦୁ ରୀତିନୀତି ଅନୁଯାୟୀ କରାଯିବ ନବ ଦାସ ଅସ୍ଥି ବିସର୍ଜନ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଅସ୍ଥି ବିସର୍ଜନ ଲାଗି ରବିବାର ପୁଅ ବିଶାଳ ଦାସ ପ୍ରୟାଗରାଜ ଯାତ୍ରା କରିଥିଲେ । ଝାରସୁଗୁଡ଼ା ବିମାନବନ୍ଦର ଦେଇ ରବିବାର ଚାଟାର୍ଡ ଫ୍ଲାଇଟ୍‌ ଯୋଗେ ବିଶାଳ ପ୍ରୟାଗରାଜ ଯାଇଥିବା ସହ ସୋମବାର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ପିତାଙ୍କ ଅସ୍ଥି ବିସର୍ଜନ ଲାଗି ବିଶାଳଙ୍କ ସହ ଅନ୍ୟ ଦୁଇ ଜଣ ମଧ୍ୟ ଯାତ୍ରା କରିଛନ୍ତି ।

Leave A Reply

Your email address will not be published.

error: Content is protected !!