oom

ଧର୍ମାନ୍ତରୀକରଣ ବିରୋଧୀ ପ୍ରଥମ ସଂଗ୍ରାମୀ ମହେନ୍ଦ୍ର ହେମ୍ବ୍ରମ୍ ଜେଲ୍‌ରୁ ମୁକୁଳିଲେ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ଧର୍ମାନ୍ତରୀକରଣ ବିରୋଧରେ ପ୍ରଥମ ସଂଗ୍ରାମୀ ଫେରି ଆସିଲେ । ଧର୍ମଯୋଦ୍ଧା ମହେନ୍ଦ୍ର ହେମ୍ବ୍ରମ ୨୬ ବର୍ଷ ଜେଲରେ ରହିବା ପରେ ଏବେ ଜେଲ୍ ବନ୍ଦୀ ଜୀବନ ବିତାଇ ମୁକ୍ତ ହୋଇଛନ୍ତି । ଯିଏ ହିନ୍ଦୁଧର୍ମର ସୁରକ୍ଷା ପାଇଁ ବଣ, ଜଙ୍ଗଲ, ନଦୀ, ପର୍ବତ ଏକ କରିଦେଇଥିଲେ । ଧର୍ମାନ୍ତରୀକରଣ ବନ୍ଦ କରିବା ପାଇଁ ଲଢ଼ିଥିଲେ ଏବଂ ଖ୍ରୀଷ୍ଟିଆନ୍ ମିଶନାରୀ ଗ୍ରାହାମ ଷ୍ଟେନ୍ସଙ୍କ ଷଡ଼ଯନ୍ତ୍ରର ଅନ୍ତ ଘଟାଇଥିଲେ । ସେହି ମହେନ୍ଦ୍ର ହେମ୍ରମ୍ ଆଜି ୨୬ ବର୍ଷ ପରେ ଜେଲରୁ ମୁକ୍ତ ହୋଇଛନ୍ତି । ସମଗ୍ର ହିନ୍ଦୁ ସମାଜ ପାଇଁ ଏହା ଏକ ହର୍ଷୋଲ୍ଲାସର ମୂହୁର୍ତ୍ତ ଆଣିଛନ୍ତି । ଏବେ ଆମର ପରବର୍ତ୍ତୀ ସଂକଳ୍ପ ହେଉଛି – ଦାରା ସିଂହଙ୍କ ସମ୍ମାନଜନକ ମୁକ୍ତି । ଏହା କେବଳ ଏକ ମୁକ୍ତି ନୁହେଁ, ଏହା ଏକ ବିଚାରଧାରାର ସମାପ୍ତି ପରେ ବିଜୟ ହେବାର ସୂଚନା ମିଳେ ବୋଲି କୁହାଯାଏ ।

jittmm
Leave A Reply

Your email address will not be published.