ଆହୁରି ସୁଦୃଢ଼ ହେଉଛି ରାଜ୍ୟର କୋଣ ଅନୁକୋଣରେ ବିଜୁ ସେତୁ ଯୋଗେ ଯୋଗାଯୋଗ ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର କୋଣ ଅନୁକୋଣରେ ବିଜୁ ସେତୁ ଯୋଗେ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେଉଛି । ଲୋକଙ୍କୁ ଉନ୍ନତ ଯାତାୟତ ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ‘ବିଜୁ ସେତୁ’ ଯୋଜନାର ସମୟସୀମା ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏଥିପାଇଁ ଅତିରିକ୍ତ ₹୩,୫୯୭.୨୨ କୋଟି ବିନିମୟରେ ୮୬୬ଟି ନୂତନ ସେତୁ ନିର୍ମାଣ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.