om academy

ପେପର୍‌ ଲେସ୍‌ ହେବ ବିଧାନସଭା

jsm

ଭୁବନେଶ୍ୱର : ସଂପୂର୍ଣ୍ଣ ଡିଜିଟାଲାଇଜେସନ୍‌ ହେବ ଓଡ଼ିଶା ବିଧାନସଭା । ବିଧାନସଭାକୁ ପେପର୍‌ ଲେସ୍‌ କରିବା ପାଇଁ ‘ନେଭା’ ଦାୟିତ୍ୱ ନେଇଥିବା ସୂଚନା ମିଳିଛି । ଏ ଦିଗରେ କାମ ଆରମ୍ଭ ହୋଇଯାଇଥିବା କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପୁରୁଣା ଓ ନୂଆ ସମସ୍ତ ବିଧାୟକଙ୍କୁ ‘ନେଭା’ ତରଫରୁ ଟ୍ରେନିଂ ଦିଆଯିବ ବୋଲି ସୂଚନା ମିଳିଛି । ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ଆଗାମୀ ଦୁଇ ବର୍ଷ ଭିତରେ ଏହି ପ୍ରକ୍ରିୟା ଶେଷହେବ ।

Leave A Reply

Your email address will not be published.