ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ଛେତଗାଁ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାଲୀ ପ୍ରସାଦ ବେହେରାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟଅତିଥି ଭାବେ ଗୋଷ୍ଠୀଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାଦେବ ବେହେରା, ରାଜ କୁମାର ସ୍‌ସ୍ୱାଇଁ, କୁବେର ରଣା, ଶୁକଦେବ ମହାନନ୍ଦ , ଦୟାନିଧି କୈବର୍ତ୍ତ, ସୁରେଶ ଚନ୍ଦ୍ର ସାହୁ, ପଫୁଲ୍ଲ ଭୋଇ, ଦାମୋଦର କନ୍ଧ ପ୍ରମୁଖ ଉପସ୍ଥିତ ଥିଲେ । ଛେତଗାଁ ସିଆ୍‌ସିସି ମ‌ଞ୍ଚ ପରିଚାଳିନା କରିଥିଲେ ।

ହେମନ୍ତ ପଟେଲ, ସବିତ ମହାଲିଙ୍ଗ, କୈଳାସ ମହାଲିଙ୍ଗ ତଥା ଗ୍ରାମର ସମସ୍ତ ପୁରୁଷ ମହିଳାଙ୍କର ଉପସ୍ଥିତି ଓ ସହଯୋଗ ଦେଖିବାକୁ ମିଳିଥିଲା । ଗ୍ରାମର ମହେନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.