oom

ଖପ୍ରାଖୋଲ ବ୍ଳକର ବିଭିନ୍ନ ଗାଁକୁ ଗସ୍ତ କଲେ ବିଧାୟକ ସରୋଜ

jsmm

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଭାନପୁର ପଞ୍ଚାୟତ ଓ ଘୁନସର ପଞ୍ଚାୟତର ସମସ୍ତ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତ କରି ଲୋକଙ୍କ ଅସୁବିଧା ବୁଝିବା ସହ ଆଗାମୀ ଦିନରେ ଏହାର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଗ୍ରାମ ଗୁଡିକରେ ବିଧାୟକଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ତାଙ୍କ କାର୍ଯ୍ୟଶୈଳୀ ପ୍ରତି ଆକୃଷ୍ଟ ହୋଇଥିବା କର୍ମୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ପରିଲକ୍ଷିତ ହେଉଛି ।

jittmm
Leave A Reply

Your email address will not be published.