oum

ଚୋରମରା ପେପର ମିଲ୍‌ରେ ଅଗ୍ନିକାଣ୍ଡ : ନିଆଁକୁ ଆୟତ୍ତ କଲେ ଟିଟିଲାଗଡ଼ ଅଗ୍ନିଶମ ବିଭାଗ

jsm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ବେଲଗାଁ ଯିବା ରାସ୍ତା ଚୋରମରା ଗ୍ରାମରେ ଥିବା ପେପର ମିଲ୍‌ରେ ରବିବାର ସକାଳୁ ନିଆଁ ଲାଗି ଯାଇଥିଲା । ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ତେବେ କେଉଁ କାରଣରୁ କିପରି ନିଆଁ ଲାଗିଲା ଏ ପର୍ଯ୍ୟନ୍ତ ତାହା ଜଣାପଡି ନଥିବା ବେଳେ କେମିକାଲ୍‌ ଗୋଦାମରେ ନିଆଁ ଲାଗି ପେପର ଓ ପେପର ତିଆରି ଜିନିଷ ପୋଡ଼ି ଯାଇ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିବା ସେଠାରେ କାର୍ଯ୍ୟରତ କର୍ମଚାରୀ କହିଛନ୍ତ ।

Leave A Reply

Your email address will not be published.