ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧିନତା ସଂଗ୍ରାମୀ ଉତ୍କଳର ଧର୍ମନେତା ଜଗତ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମ ହଂସ ଦେବଙ୍କ ମିଳନ ମନ୍ଦିର ଓ ବଲାଙ୍ଗିର ଜିଲ୍ଲା ଭକ୍ତ ଗୋଷ୍ଠୀ କେନ୍ଦ୍ରର ଶୁଭ ଭୂମିପୂଜା ଠାକୁରଙ୍କ ଅସୀମ କୃପାରୁ ବଲାଙ୍ଗିର ଟାଉନ ଭକ୍ତ ଗୋଷ୍ଠୀ ଦ୍ୱାରା ହୋଇଯାଇଛି । ଏଥିରେ ଟାଉନ ଭକ୍ତ ଗୋଷ୍ଠୀ ସଭାପତି ଜୁଲୁ ପଟ୍ଟନାୟକ ତଥା ବଲାଙ୍ଗିର ଜିଲ୍ଲା ଗୋଷ୍ଠୀ ସଭାପତି ତପନ ପଟ୍ଟନାୟକ । ଭକ୍ତ ବୈକୁଣ୍ଠ ଖୁଣ୍ଟିଆ, ବେଣୁଧର ସେଠ, ଦୟାନିଧି ମେହେର, ପ୍ରସନ୍ନ ପଟ୍ଟନାୟକ, ପ୍ରଫୁଲ୍ଲ ଖମାରୀ, ମୀନା ମେହେର, ଲୁଲୁ ମହାପାତ୍ର, ଉର୍ମିଳା, ଭୁବନେଶ୍ୱର ଖୁଣ୍ଟିଆ, ବାବୁଲା ଖୁଣ୍ଟିଆ, ସିଂବାବୁ, ହାଟପଦା ପଡାର ସହୃଦୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ ।