ସେୟାର ସୁର ତରଙ୍ଗ ପ୍ରତିଷ୍ଠାନର ବାର୍ଷିକ ଭୋଜି ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେୟାର ଓ ସୁର ତରଙ୍ଗ ପ୍ରତିଷ୍ଠାନ ମିଳିତ ସହଯୋଗରେ ଏକ ବାର୍ଷିକ ଭୋଜି ଉତ୍ସବ ବସ୍ତିଆ ଭବନର ବଗିଚାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେୟାର ଜନ୍ମଜୟ ରାଉତରାୟ, ଅଲେଖ ବାରିକ, ରବୀନ୍ଦ୍ର ପଟ୍ଟନାୟକ, ଅଜୟ ରାଉତ, ନିଖିଲ କଳାକାର ପ୍ରଧାନ, ମନୋଜ ନାୟକ, ଆଶିଷ ହେମ୍ରମ, ସୁଚିତ୍ରା ଦାସ, ପଲ୍ଲବ ମହାପାତ୍ର, ଜିତେନ୍ ମହାନ୍ତି, ଧର୍ମେନ୍ଦ୍ର ଦାଶ ଅଚ୍ୟୁତ ନାୟକ, ଆନ୍ନା କେରକେଟା,, ସଂଜିତ ମଲ୍ଲିକ, ବିଭୂତି ପଲାଇ ସୁର ତରଙ୍ଗର ଉତ୍ତମ ଖଟୁଆ, ଦିଲୀପ କୁମାର ପରିଡ଼ା, ମହାନ୍ତି, ନିବେଦିତା ସ୍ୱାଇଁ, ବସନ୍ତ ସ୍ୱାଇଁ, ରଶ୍ମିତା ଚୌଧୁରୀ, ମିନାକ୍ଷୀ ମହାରଣା, ସତ୍ୟନାରାୟଣ ମିଶ୍ର, ମନୋଜ ମହାନ୍ତ, ଅର୍ଚ୍ଚନା ଶତପଥୀ, ମନୋଜ ଶାହା ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା । କୁଇଜରେ ପ୍ରଥମ ମନୋଜ ଶାହା, ଦ୍ୱତୀୟ ମିନାକ୍ଷୀ ମହାରଣା, ଧର୍ମେନ୍ଦ୍ର ଦାଶ, ଅନ୍ତାକ୍ଷରୀରେ ପ୍ରଥମ ଉତ୍ତମ ଖଟୁଆ, ଧର୍ମେନ୍ଦ୍ର ଦାଶ, ଦ୍ୱିତୀୟ ମିନାକ୍ଷୀ ମହାରଣା, ଆନ୍ନା କେରକେଟା, ତୃତୀୟ ମନୋଜ ଶାହା, ରଶ୍ମି ଚୌଧୁରୀ ମ୍ୟୁଜିକ ଚେୟାରରେ ପ୍ରଥମ ଆନ୍ନା କେରକେଟା, ଦ୍ୱିତୀୟ ରଶ୍ମି ଚୌଧୁରୀ, ତୃତୀୟ ନିବେଦିତା ସ୍ୱାଇଁ ବିଜୟୀ ହୋଇଥିଲେ । ସେୟାର ଡ଼ାଇରେକ୍ଟର ଦିଲ୍ଲୀପ କୁମାର ପରିଡ଼ା, ନିଖିଳ କଳାକାର ପ୍ରଧାନ, ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.