ସଇଁତଲା ସିଏଚ୍‌ସିରେ ଭୋଜନାଳୟ ଉଦ୍‌ଘାଟିତ

ସଇଁତଲା, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଏଚ୍‌ସି ପରିସରରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଭେଜନାଳୟକୁ ଗତକାଲି ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍‌ଘାଟନ କରିଛନ୍ତି । ଏହି ଉତ୍ସବରେ ବିଡିଓ ଚନ୍ଦ୍ରମଣି ନାଗ, ସିଡିପିଓ ସବିତା ଦାଶ, ସିଏଚ୍‌ସି ଅଧିକାରୀ ଡା. ସମରେନ୍ଦ୍ର ମହାପାତ୍ର, ତହସିଲଦାର ସୁରେନ୍ଦ୍ର ମେହେର, ପିଏଚ୍‌ଇଓ ମିନା ତ୍ରିପାଠୀ, ଡା/ ନମିତା ବିଶି, ଓର୍‌ମାସ୍‌ ଯୁଗ୍ମ ସିଇଓ କମଳେନ୍ଦୁ ପାଳ, ଓର୍‌ମାସ ସିଇଓ ପ୍ରତିଜ୍ଞା ଉତ୍କଳିକା ଦାଶ, ବରଗାଁ ନାରୀଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.