oum

ଓପିଟିସିଏଲ ପାୱାର ଗ୍ରୀଡ ସବଷ୍ଟେସନରେ ଭୟାବହ ଅ‌ଗ୍ନିକା‌ଣ୍ଡ

jsm

ଢେଙ୍କାନାଳ : ଢେଙ୍କାନାଳ ‌ସ୍ଥିତ କଣ୍ଟାବଣିଆ ଗ୍ରୀଡ଼ରେ ଆଜି ସକାଳ ପ୍ରାୟ ୭ଟା ସମୟରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବାବଦରେ ଜଣାପଡ଼ିନଥିବାବେଳେ ୧୦ଟି ଅଗ୍ନିଶମ ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.