om academy

ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ସାମିଲ ହେଲେ ପିସିସି ସଭାପତି

jsm

କୋରାପୁଟ : କୋରାପୁଟରେ କଂଗ୍ରେସର ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ଏମ୍‌ପି ଶପ୍ତଗିରି ଉଲାକା, କୃଷ୍ଣ କୁଳଦୀପ, ନିମାଇ ସରକାର, ମନୋଜ ଆଚାର୍ଯ୍ୟଙ୍କ ସମେତ ଶତାଧିକ ଦଳୀୟ କର୍ମୀ କୋରାପୁଟ ସହର ପରିକ୍ରମା କରୁଛନ୍ତି ।

Leave A Reply

Your email address will not be published.