ଭାଲୁ ଆକ୍ରମଣରେ ୨ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ଭାଲୁ ଆତଙ୍କ ଖେଳାଇ ଦେଇଛି । ସୂଚନା ଅନୁସାରେ ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର ଥିବା ଜଣାପଡିଛି । ଗତକାଲି ୨ ଜଣ ମହିଳା ଭାଲୁ ଆକ୍ରମଣରେ ଗୁରୁତର ଥିବା ବେଳେ ଗୁରୁତର ୨ ଜଣ କଣ୍ଟାମାଳ ବ୍ଲକ ବଡ କୁସଙ୍ଗ ଗ୍ରାମର ଅହଲ୍ୟା ନାଗ ଓ ଆମ୍ବପଖାଳ ଗ୍ରାମର ସରୋଜିନୀ ପ୍ରଧାନ ବୋଲି ଜଣାପଡିଛି ।

Leave A Reply

Your email address will not be published.