ଘରେ ପଶିଲା ଜଙ୍ଗଲି ଭାଲୁ

କଳାହାଣ୍ଡି : ଧର୍ମଗଡ ବ୍ଲକ ବଡଘୁମର ଗାଁ ଚାଉଲିଆ ପଡ଼ାରେ ଭାଲୁ ଆତଙ୍କ । ଗତକାଲି ଗାଁର ମେହେରପଡ଼ାରେ ଜଣଙ୍କ ଘରେ ଭାଲୁ ପଶି ଯାଇଥିବା ବେଳେ ଆଜି ପୁଣି ଗାଁ ମୁହାଁ ହେଲା ଭାଲୁ । ସ୍ଥାନୀୟ କୁମୁଡି ଡଙ୍ଗରରୁ ଭାଲୁ ଆସିଥିବା ସୂଚନା ମିଳିଛି । ସେହି ଡଙ୍ଗରରେ ୧୦ ଟିକିଆ ଭାଲୁ ପଲ ଥିବା ଗ୍ରାମବାସୀଙ୍କ ଜଣାପଡିଛି ।

Leave A Reply

Your email address will not be published.