om academy

ଗଛରେ ଭାଲୁ : ଆତଙ୍କିତ ଲୋକେ, ଭାଲୁ ଉଦ୍ଧାର ପାଇଁ ବନ ବିଭାଗ ସଜାଗ

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଖଇର ପଦର ଗାଁରେ ଭାଲୁ ଆତଙ୍କ ଖେଳାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଖଇର ପଦର ଗାଁ ନିକଟସ୍ଥ ଏକ ସାହାଜ ଗଛ ଉପରେ ଭାଲୁ ଚଢ଼ିଯାଇଥିବା ଦେଖିବାକୁ ମିଳିଛି । ଭାଲୁକୁ ଦେଖିବା ପରେ ଗ୍ରାମବାସୀମାନେ ଭୟଭୀତ ହୋଇ ପଡିଛନ୍ତି । ଖବର ପାଇ ସିନାପାଲି ବନ ବିଭାଗ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଓ ପୋଲିସ କର୍ମାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଳୁକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.