csstore

ଛାତ୍ରଛାତ୍ରୀଙ୍କ ସହ ବିଇଓଙ୍କ ଆଲୋଚନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ଯୁବାମାଲ, ଖାରିବାହାଲ, ଟିକ୍ରା ପଡା, କେଓମାଲ, କେନ୍ଦୁଉଡା ଓ ଜଳିଆଦରହ ସ୍କୁଲ ମାନଙ୍କରେ ଗତ ମାଟ୍ରିକ ପରୀକ୍ଷାରେ ୫୦ରୁ କମ ପ୍ରତିଶତ ରଖି ଥିବା ସ୍କୁଲକୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସଇଁନ୍ତଲା ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଉକ୍ତ ସ୍କୁଲମାନଙ୍କୁ ଯାଇ ଆଗାମୀ ମାଟ୍ରିକ ପରୀକ୍ଷାରେ କିଭଳି ଭାବରେ ଭଲ ନମ୍ବର ରଖିବେ ଓ ପାଠପଢାରେ ଆଗ୍ରହ ରହିବ ତାହାକୁ ନେଇ ଆଲୋଚନା କରିଥିଲେ । ଏଥିରେ ଯୁବମାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଝରଣା ଛତ୍ରିଆ, ସିଆରସିସି ସହଦେବ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.