om academy

ବିଡିସିସି ସଦର ବ୍ୟାଙ୍କ ମ୍ୟାନେଜର ଶିବୁନ ମହାନ୍ତିଙ୍କ ପରଲୋକ

jsm

ବଲାଙ୍ଗିର : (କେପିଏନ୍‌ଏସ୍‌) : ବଲାଙ୍ଗିର ବିଡିସିସି ସଦର ବ୍ୟାଙ୍କ ମ୍ୟାନେଜର ଶିବୁନ ମହାନ୍ତିଙ୍କ ପରଲୋକ ହୋଇଥିବା ଖବର ମଳିଛି । ତାଙ୍କ ଦେହାନ୍ତ ବେଳକୁ ତାଙ୍କୁ ୫୫ ବର୍ଷ ହେଉଥିଲା । ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍‌ଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ପରଲୋକ ହୋଇଯାଇଛି । ବଲାଙ୍ଗିର ରାଧାରାଣୀପଡାର ବାସିନ୍ଦା ଶିବୁନ ମହାନ୍ତି । ଶ୍ରୀ ମହାନ୍ତିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଧାରାଣୀ ପଡା ଅଂଚଳରେ ତଥା ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଥିବା ବେଳେ ବିଡିସସି ବ୍ୟାଙ୍କ ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପୱନ ଜ୍ୱେଲର୍ସ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.